Best Odia Shayari : କଥାଦେଇ ବ୍ୟଥାଦେଲ by Sanjukta Mahapatra | Odia Love Shayari Images
କଥାଦେଇ ବ୍ୟଥାଦେଲ
ନିଜ ଲୁହ ଦେଖିବନି ବୋଲି କଥା ଦେଇଥିଲ ଆରେ ମୋ କେବେ ଲୁହ ଟୋପେ ଦେବ ନାହିଁ, ଆଜି ଲୁଚି ଲୁଚି କାନ୍ଦୁଅଛି ଏକା ଦେଖିବାକୁ କେହି ନାହିଁ ।। ମୋ ନିତି ଦେଉଥିଲ ବୁଝାଇ, ଆଜି ବୋହିଯାଏ ଶ୍ରାବଣର ଧାର କାନ୍ଦୁଛି ଲୁଚାଇ ଲୁଚାଇ ।। କୁମୁଦିନୀ ଏଠି ଚାହିଁଛି ଆକାଶେ
ପ୍ରିୟ ତୁମ ପଥ ଚାହିଁ,
ଏକୁଟିଆ ମନ ଖୋଜୁଛି ତୁମକୁ, ଖୋଜି ଖୋଜି ପାଉ ନାହିଁ ।। କାହିଁକି କେଜାଣି କଥାଦେଇ ତୁମେ କଥା ତ ରଖୁଲ ନାହିଁ ,
କହି ଯାଇଥୁଲ ଆସ୍ରେ କେବେ ମୋ ଲୁହ ଟୋପେ ଦେବ ନାହିଁ ।।
* ଶ୍ରୀମତି ସଂଯୁକ୍ତା ମହାପାତ୍ର
Check out More Odia Shayari Images Below :
Odia Shayari By Vinay Mahapatra | Odia Poetry | ମନ ମୋର ପାନ୍ଥଶାଳା | Odia Shayari Photo
Odia Shayari ପ୍ରଥମ ମିଳନ ବେଳା by Vinaya Mahapatra | Odia Love Shayari | Odia Poetry
Odia Shayari କାଗଜର ଫୁଲ by Vinaya Mahapatra | Odia Sad Shayari | Odia Poetry
Odia Shayari Manara Mita by Binaya Mahapatra | Amazing Odia Love Shayari | ମନର ମିତ
Odia Sad Shayari by Binaya Mahapatra | Best Odia Love Shayari | ଅପ୍ରାପ୍ୟ