Odia Shayari By Vinay Mahapatra | Odia Poetry | ମନ ମୋର ପାନ୍ଥଶାଳା | Odia Shayari Photo

Odia Shayari By Vinay Mahapatra | Odia Poetry | ମନ ମୋର ପାନ୍ଥଶାଳା

 

ମନ ମୋର ପାନ୍ଥଶାଳା

ଯେବେ, ସାଥୀ ବଦଳି ଯାଏ ମୁହୁର୍ଭକ ପାଇଁ ଲାଗେ, ସତେ ଜୀବନର ମାନେ ଖାଲି ଦହନ ଯନ୍ତ୍ରଣା,

 କିନ୍ତୁ, ଜୀବନର ତେଢା ମେଢା ପଥେ ♦ ସାଥୀ ଟିଏ, ପୁଣି ମିଳି ଯାଏ, ମିଳି ଯାଏ ନୁଆ ପ୍ରିତି, ମିଳେ,

 କିଛି ନୁଆ ଅନୁଭୂତି, କାହା ବିନା ଜୀବନ ଅଧା ବାଟେ ଅଟକି ଯାଏନା । 

ହେଲେ ପ୍ରଥମ ପ୍ରେମର ସେଇ ମିଠା ମିଠା ଅନୁଭବ, ଜୀବନରେ କେବେ ହେଲେ ଆଉ ଥରେ ମିଳେନା ।

 

 ** ବିନୟ ମହାପାତ୍ର

 

Odia Shayari, Odia Love Shayari, Odia Sad Shayari

 For More Odia Love Shayari, and Odia Sad Shayari Bookmark this Page

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Ads Section