Odia Shayari କାଗଜର ଫୁଲ by Vinaya Mahapatra | Sad Odia Shayari | Odia Poetry
କାଗଜର ଫୁଲ
(Kagachara Phula)
ବଦନାମ ହେଲା ପରେ ଜାଣି ଗଲି, ମୋର ବି ଦିନେ,
ବହୁତ ଖ୍ୟାତି ଥୁଲା,
ଜୀବନରେ ନିସଙ୍ଗ ହୋଇ ଗଲା ପରେ ଜାଣି ଗଲି,
ଜୀବନର ଚଲା ପଥେ, କେହି ଜଣେ,
ଦିନେ ମୋର ସହଯାତ୍ରୀ ଥିଲା । ଆଇନା ତ ଆଇନା ଥିଲା,
ମିଛ ନକହିବାକୁ,
ସତେ ଅବା ଗୀତା ଛୁଇଁ ଶପଥ ନେଇ ଥିଲା,
ସତ କହିବାର ଜିଦ୍ ତାର,
ମଥାରୁ ମୋର
ନାୟକର ମୁକୁଟ ଛଡାଇ ନେଇ,
ଦୁନିଆର ରଙ୍ଗଶାଳାରେ
ସତେ କେତେ ନିଶ୍ବ କରି ଦେଲା ।
* ବିନୟ ମହାପାତ୍ର *
For More ODIA Shayari Click Below Link :