Odia Shayari Manara Mita by Binaya Mahapatra | Amazing Odia Love Shayari
* ମନର ମିତ *
ମିଳନ୍ତି ଏମିତି ସାଥ୍ଟିଏ ଯଦି ଜୀବନେ ଭରନ୍ଧା ସଫଳତା, ଶବଦ ମୋର ସେ ବୁଝୁ କି' ନବୁଝୁ ବୁଝି ପାରନ୍ତି ମୋ ନିରବତା ! ଜୀବନର କଥା ଏ ମନର ବ୍ୟଥା ସବୁ କଥା ହୁଏ ନାହିଁ କହି, ଲୁହ ସୁଖ୍ ଯାଏ ଆଖ୍ କୋଣେ ନିତି ନିରବରେ କେତେ ଯାଏ ବୋହି । ପଣତ କାନି ତା' ବଢାଇ ଦିଅନ୍ତୁ ବୁଝି ପାରନ୍ତା ମୋ ନିରବତା, ମିଳନ୍ତା ଏମିତି ସାଥ୍ଟିଏ ଯଦି ଜୀବନେ ଭରନ୍ଧା ସଫଳତା
* ବିନୟ ମହାପାତ୍ର *
Check out More Odia Shayari Collections Below :
Odia Shayari କାଗଜର ଫୁଲ by Vinaya Mahapatra | Odia Sad Shayari | Odia Poetry
Odia Shayari ପ୍ରଥମ ମିଳନ ବେଳା by Vinaya Mahapatra | Odia Love Shayari | Odia Poetry
Odia Shayari By Vinay Mahapatra | Odia Poetry | ମନ ମୋର ପାନ୍ଥଶାଳା | Odia Shayari Photo