Best Odia Shayari : ପ୍ରିୟ ବିନା by Sanjukta Mahapatra | Odia Love Shayari Images

 Best Odia Shayari : ପ୍ରିୟ ବିନା by Sanjukta Mahapatra | Odia Love Shayari Images

 

ପ୍ରିୟ ବିନା


ପ୍ରିୟତ୍ତମ ମୋର ପ୍ରିୟା ବୋଲି କହି କେତେ ଯେ ପାଇଲ ଭଲ,
କୁଅଁରୀ ମନକୁ ଚହଲାଇ ଦେଲ
ଭଲ ପାଅ କହି ଦେଲ ।
କାହିଁକି କେଜାଣି ଏ ଜୀବନେ ଏତେ ତୁମକୁ ପାଇଲି ଭଲ,
ଭଲ ପାଇ ଶେଷେ ଭୁଲିଗଲ ତୁମେ
ମନ ବନ ଜାଳି ଦେଲ,
କଥା ଦେଇ ଭୁଲି ଗଲ ।।
ତୁମେ ମୋର ପ୍ରାଣ ମୁଁ ତୁମ ନିଶ୍ବାସ
କେମିତି ବଞ୍ଚିବି କୁହ,
ଦେହରୁ ନିଶ୍ବାସ ହୋଇ ଗଲେ ଶେଷ ରହିବ କି ଆଉ ପ୍ରାଣ,
ପ୍ରାଣ ବିନା ଦେହ ରହି କି କରିବ ନଥିଲେ ନିଶ୍ବାସ ଧନ ।
ନିଶ୍ବାସ ନ ଥିଲେ ଦେହର କି ଲୋଡା ଏକ ବିନା ଆନ ଶୂନ୍ୟ,
ତୁମ ବିନା ମୋର ଜୀବନ ବିଅର୍ଥ ବାରୀ ବିନା ଘନ ସମ ।।


* ସଂଯୁକ୍ତା ମହାପାତ୍ର

 

Best odia Shayari | Odia Love Shayari

Check out More Odia Shayari Images Below :


 


Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Ads Section