Odia Sad Shayari by Binaya Mahapatra | Best Odia Love Shayari
ଅପ୍ରାପ୍ୟ
ତୁମେ, ମୋ ଜୀବନର, ଏକ ଅଧା ଦେଖା ସୁନେଲି ସପନ ଥୁଲ, ରାତି ସିନା ପାହି ଗଲା, ସପନ ସରି ଯେ ନଥୁଲା, ତୁମେ କିନ୍ତୁ ଜହ୍ନ ପରି ବାଦଲରେ ମୁହଁ ଲୁଚାଇ ନେଲ । ତଥାପି ପାଇବାକୁ ଅଡି ବସି ଥୁଲି, ସତେ ଅବା ଅବୁଝା ଶିଶୁଟିଏ ନିଜ ଅଜାଣତେ ଜହ୍ନ ମାଗୁ ଥିଲା, ପ୍ରାପ୍ୟ କି ଅପ୍ରାପ୍ୟ ନଜାଣି ହାତପାତି ଅଳି କରୁ ଥିଲା, ଜହ୍ନ କିନ୍ତୁ ସବୁ ଦିନ ମୋ ପାଇଁ ଅପ୍ରାପ୍ୟ ରହି ଗଲା ।
* ବିନୟ ମହାପାତ୍ର*